ଦେଶ ବିଦେଶ ବଡ଼ ଖବର ସଂସଦ ଭିତରକୁ ପଶିଗଲେ ଦୁଇ ଅଜ୍ଞାତ ଯୁବକ….. Report Card Bureau December 13, 2023 A man jumped into Lok Sabha chamber during the Zero Hour session on December 13 ରିପୋର୍ଟ କାର୍ଡ / ନୂଆଦିଲ୍ଲୀସୁରକ୍ଷା ବଳୟ ଭେଦ କରି ଲୋକସଭା ଭିତରକୁ ପଶିଆସିଛନ୍ତି ଦୁଇ ଯୁବକ । ସେମାନଙ୍କ ହାତରେ କିଛି ଗ୍ୟାସ ନିର୍ଗତ କରିଥିବା ଜଣାଯାଇଛି। ସେମାନଙ୍କ ପରିଚୟ ମିଳିପାରିନି । ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।Post navigationPrevious ସାଂସଦ ଧୀରଜ ସାହୁଙ୍କ ଘରେ ଆୟକର ଟିମ୍ ଚଢ଼ଉ…..Next ଶିଶୁକୁ କୁକୁର ଝୁଣି ମାରିବା ଘଟଣାରେ ୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ଦେଶ ବିଦେଶ ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ…… May 7, 2026 Report Card Bureau ଦେଶ ବିଦେଶ ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ….. May 7, 2026 Report Card Bureau ଦେଶ ବିଦେଶ ଟିଏମସି ନେତାଙ୍କୁ ବିଜେପି ମନା….. May 7, 2026 Report Card Bureau
More Stories
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……
ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ…..
ଟିଏମସି ନେତାଙ୍କୁ ବିଜେପି ମନା…..