ଦେଶ ବିଦେଶ ବଡ଼ ଖବର ସଂସଦ ଭିତରକୁ ପଶିଗଲେ ଦୁଇ ଅଜ୍ଞାତ ଯୁବକ….. Report Card Bureau December 13, 2023 A man jumped into Lok Sabha chamber during the Zero Hour session on December 13 ରିପୋର୍ଟ କାର୍ଡ / ନୂଆଦିଲ୍ଲୀସୁରକ୍ଷା ବଳୟ ଭେଦ କରି ଲୋକସଭା ଭିତରକୁ ପଶିଆସିଛନ୍ତି ଦୁଇ ଯୁବକ । ସେମାନଙ୍କ ହାତରେ କିଛି ଗ୍ୟାସ ନିର୍ଗତ କରିଥିବା ଜଣାଯାଇଛି। ସେମାନଙ୍କ ପରିଚୟ ମିଳିପାରିନି । ଆଜି ପାର୍ଲାମେଣ୍ଟ ଆକ୍ରମଣକୁ ୨୨ ବର୍ଷ ପୂରିଥିବା ବେଳେ କିପରି ଏପରି ସାଂଘାତିକ ତ୍ରୁଟି ଘଟିଲା ତାହା ସମଗ୍ର ଦେଶବାସୀଙ୍କୁ ଚକିତ କରିଛି।Post navigationPrevious ସାଂସଦ ଧୀରଜ ସାହୁଙ୍କ ଘରେ ଆୟକର ଟିମ୍ ଚଢ଼ଉ…..Next ଶିଶୁକୁ କୁକୁର ଝୁଣି ମାରିବା ଘଟଣାରେ ୧୦ ଲକ୍ଷ ଗଣିବ ପୁରୀ ପୌରପାଳିକା…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ବଡ଼ ଖବର ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ…… June 26, 2026 Report Card Bureau ଦେଶ ବିଦେଶ ମୋ ଝିଅକୁ ଫାଶୀ ଦିଅ….. June 26, 2026 Report Card Bureau 1 min read ଦେଶ ବିଦେଶ ଜୀବନ ନେଉଛି ଫ୍ଲୁ….. June 26, 2026 Report Card Bureau
More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..