ରିପୋର୍ଟ କାର୍ଡ / ନୟାଗଡ
ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ଗାଁରେ ଗତକାଲି ବୋମାମାଡ଼ ହୋଇଛି। ବୋମାମାଡରେ ୩ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ ହେଲେ ଶଶିକାନ୍ତି ଷଡ଼ଙ୍ଗୀ ଓ ତାଙ୍କର ଦୁଇ ଭାଇ। ଅଭିଯୁକ୍ତ ସିନିବାସ ବେହେରାକୁ ପୋଲିସ ଅଟକ ରଖିଛି। ଶଶିକାନ୍ତଙ୍କର ଟାକରା ଛକରେ ପାନ ଦୋକନ ରହିଛି। ସିନିବାସଙ୍କର ମଧ୍ୟ ସେହି ଛକରେ ଦୋକାନ ରହିଛି। ଶଶିକାନ୍ତ ଓ ସନିବାସଙ୍କର କୌଣସି ପୂର୍ବରୁ ଝଗଡ଼ା ହୋଇଥିଲା।ଗତକାଲି ରାତିରେ ଶଶିକାନ୍ତ ଓ ତାଙ୍କର ଦୁଇ ଭାଇ ଦୋକାନରେ ଥିବା ବେଳେ ସିନିବାସ ଆସି ଦୋକାନ ଉପରେ ବୋମାମାଡ଼ କରିଥିଲେ। ବୋମାମାଡ଼ ହେବାରୁ ଶଶିକାନ୍ତ ଓ ତାଙ୍କ ଦୁଇ ଦୋକାନ ଭିତରୁ ବାହାରି ଆସିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..