ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟି ପାର୍ଥୀ ଦୀପେଶ ସୋନି ଗିରଫ ହୋଇଛନ୍ତି | ଠକେଇ ଅଭିଯୋଗରେ ତେଲେଙ୍ଗାନା ପୋଲିସ ରାଜସ୍ଥାନ ବିଧାନସଭା ପାଇଁ ଆପ ପାର୍ଥୀ କରିଥିବା ନେତା ଦୀପେଶ ଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆମ ଆଦମୀ ପାର୍ଟି ରାଜସ୍ଥାନର ଝାଲାୱାଡର ଖାନପୁର ବିଧାନସଭା ଆସନରୁ ବ୍ୟବସାୟୀ ଦୀପେଶଙ୍କୁ ଟିକେଟ୍ ଦେଇଥିଲା। ଏକ ପୁରୁଣା ମାମଲାକୁ ନେଇ ଏବେ ତେଲେଙ୍ଗାନା ପୋଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି |






More Stories
୧୫ ନବଜାତ ଜୀବନ୍ତ ଦଗ୍ଧ……
ସ୍ବାଇନ ଫ୍ଲୁ ସଂକ୍ରମଣ ; ସବୁ ସ୍କୁଲକୁ ସତର୍କତା ଜାରି…..
ଆଉ ଭାରୀ କାର୍ଯ୍ୟଭାର ସମ୍ଭାଳି ପାରିବି ନାହିଁ…..