ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପୁଣି ଉମର ମୁହାଁ ସୁନା ଓ ରୁପା ଦର । କେବେ କମୁଛି ତ କେବେ ପୁଣି ବଢିଯାଉଛି । ଆଜି ସୁନା ଦର ୨୮୯୦ ଟଙ୍କା ବୃଦ୍ଧି ପାଇଛି । ୧୦ଗ୍ରାମ ପିଛା ୨୪କ୍ୟାରେଟ୍ ସୁନାର ଦାମ ଆଜି ୧ଲକ୍ଷ ୫୬ହଜାର ୭୫୦ଟଙ୍କା ହୋଇଛି । ଗତକାଲି ଏହାର ଦର ୧ଲକ୍ଷ ୫୩ହଜାର ୮୬୦ଟଙ୍କା ରହିଥିଲା ।ସେହିପରି ୨୨କ୍ୟାରେଟ୍ ସୁନାର ଦାମ୍ ୧ଲକ୍ଷ ୪୩ହଜାର ୭୦୦ ଟଙ୍କା ହୋଇଛି । ଗତକାଲି ୧ଲକ୍ଷ ୪୧ହଜାର ୫୦ଟଙ୍କା ରହିଥିଲା । ୨୨କ୍ୟାରେଟ ସୁନାର ଦାମ୍ ଆଜି ୨୬୫୦ଟଙ୍କା ବଢିଛି ।-






More Stories
ମହଙ୍ଗା ହେଲା ଗ୍ୟାସ ସିଲିଣ୍ଡର…..
ସରକାରଙ୍କ ବଡ଼ ନିଷ୍ପତ୍ତି…..
କମିବ ଗ୍ୟାସ,ସିଲିଣ୍ଡର ଦର…..