ରିପୋର୍ଟ କାର୍ଡ / ଭୁବନେଶ୍ବର
ନିଶାକାରବାର ଏଭଳି ବଢିଯାଇଛି ଯେ ପୋଲିସ କବଳରୁ ଖସିବା ପାଇଁ ମାଫିଆ ମାନେ ଅଭିନବ ଉପାୟ ଆପଣାଉଛନ୍ତି | ରାଜଧନୀ ଭୁବନେଶ୍ୱରରେ ଆଜି ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ସାମ୍ନାକୁ ଆସିଛି । ମୁଢି କହି ଖସିବାକୁ ଉଦ୍ୟମ ବେଳେ ଧରାପଡିଲେ ଗଞ୍ଜେଇ ବେପାରୀ । ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ କଲା କମିଶନରେଟ୍ ପୋଲିସ । ଚାଲାଣ କରୁଥିବା ଦୁଇ ଗଞ୍ଜେଇ ବେପାରୀଙ୍କୁ ଗିରଫ କଲା ପୋଲିସ। ବାଇକ ଜବତ ସହ ଗଞ୍ଜେଇ ବୋଝେଇ ବସ୍ତା ଜବତ । ଜବତ ଗଞ୍ଜେର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଦୁଇ ଜଣ ଓଡିଆ ଗଞ୍ଜେଇ ବେପରୀ ବୋଲି ଜଣାପଡିଛି ।






More Stories
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..