ରିପୋର୍ଟ କାର୍ଡ / ବୌଦ୍ଧ
୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଏଏସଆଇ ଅଧିକାରୀ । ବୌଦ୍ଧ ଜିଲ୍ଲା ଜହ୍ନପଙ୍କ ଫାଣ୍ଡିର ଏଏସଆଇ ମଦନ ମୋହନ ପ୍ରଧାନକୁ ଧରିଛି ଭିଜିଲାନ୍ସ । ଜଣେ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି ଏଏସଆଇ । ପୂର୍ବ ଯୋଜନା ଅନୁସାରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଭିଜିଲାନ୍ସ ଅଧିକାରୀ । ଲାଞ୍ଚ ନେଉଥିବା ବେଳେ ମଦନଙ୍କୁ କାବୁକରି ଭିଜିଲାନ୍ସ ଥାନାକୁ ନେଇଥିବା ସୂଚନା ମିଳିଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..