ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏସୀୟ କ୍ରୀଡାରେ ଭାରତର ପଦକ ହାସଲ ଜାରିରହିଥିବା ବେଳେ ମିଳିଛି ନବମ ସ୍ୱର୍ଣ୍ଣ। ଶନିବାର ଟେନିସ ମିକ୍ସଡ ଡବଲ୍ସରେ ବୋପନ୍ନା-ଋତୁଜା ଯୋଡି ସ୍ୱର୍ଣ୍ଣ ଜିତିଛନ୍ତି | ଭାରତର ପଦକ ସଂଖ୍ୟା ୩୫କୁ ବୃଦ୍ଧି ହୋଇଛି। ୯ଟି ସ୍ୱର୍ଣ୍ଣ ସହ ୧୩ଟି ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ ଭାରତ ହାସଲ କରିଛି।
More Stories
ବଢ଼ିଲା ରେଳ କର୍ମଚାରୀଙ୍କ ଦରମା…..
ଇବୋଲା ଭାଇରସ କୁ ନେଇ ଭାରତ ଜାରି କଲା ଆଡଭାଇଜରୀ…..
ରେଲୱେ ଟ୍ରାକରେ ବିସ୍ଫୋରଣ,୨୩ ମୃତ,୪୭ ଆହତ…..