ରିପୋର୍ଟ କାର୍ଡ / ଆଠଗଡ
ଥାନା ରୁ ଚମ୍ପଟ୍ ମାରିଛି ଜଣେ ଅଭିଯୁକ୍ତ। ଦାୟିତ୍ୱରେ ଥିବା ପୋଲିସ୍ କର୍ମଚାରୀଙ୍କ ଅସାବଧାନତା ଯୋଗୁଁ ହାଜତ ଭିତରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ସୂଚନା ଅନୁସାରେ- ମାସେ ତଳେ ଅଗଷ୍ଟ ୯ ତାରିଖରେ ଆଠଗଡ଼ର ଥାନାର ଅମୃତମଣୋହି ପାଟଣା ଗ୍ରାମରେ ବୋମାମାଡ଼ ଘଟଣାରେ ଫେରାର ରହିଥିଲା ଅଭିଯୁକ୍ତ ବିରଞ୍ଚି ମନ୍ତ୍ରୀ । ଶୁକ୍ରବାର ରାତିରେ ଆଠଗଡ଼ ପୋଲିସ ବିରଞ୍ଚିଙ୍କ ଉଠାଇ ଆଣି ଆଠଗଡ଼ ଥାନାରେ ରଖିଥିଲା । ହେଲେ ପୋଲିସ କର୍ମଚାରୀଙ୍କ ଅସାବଧାନତା ହେତୁ କଏଦୀ ଚମ୍ପଟ ମାରିଥିବା ଜଣାପଡିଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..