ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭା ପ୍ରଶ୍ନକାଳ ସ୍ୱାଭାବିକ ଚାଲିବା ପରେ ଶୂନ୍ୟକାଳରେ ଆଜି ରେଭେନ୍ସା ପ୍ରସଙ୍ଗ ଉଠାଇଛି ବିଜେଡି। ବିଜେଡି ବିଧାୟକ ବ୍ୟୋମକେଶ ରାୟ ରେଭେନ୍ସା ପ୍ରସଙ୍ଗ ଉଠାଇ ମୋହନ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ସ୍ୱାଧୀନତା ସଂଗ୍ରାମୀ ମାନେ ଯେଉଁଠି ପ୍ରଶ୍ନ କରିନଥିଲେ ସେଠାରେ ଅତୀତର ଇତିହାସକୁ ବର୍ତ୍ତମାନର ପୀଢି କାହିଁକି ତର୍ଜମା କରିବେ। ଇତିହାସକୁ ବିକୃତ କରୁଥିବାରୁ ଛାତ୍ରମାନେ ଆନ୍ଦୋଳନ ଜାରି ରଖିଛନ୍ତି।






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….