ରିପୋର୍ଟ କାର୍ଡ / ବାଲେଶ୍ୱର
ବଦଳିଯିବ ବାହାନଗା ଷ୍ଟେସନର ସମ୍ପୂର୍ଣ୍ଣ ରୂପରେଖ | ଦୁର୍ଘଟଣା ପରେ ଏବେ ଏହି ଷ୍ଟେସନର କରାଯିବ ନବୀକରଣ । ପୁଣିଥରେ ଅପଡେଟ ହେବ ବାହାନଗା ରେଳ ଷ୍ଟେସନ । ରିଲେ ରୁମରୁ ଆରମ୍ଭ କରି ସିଗନାଲିଂ ସିଷ୍ଟମ ପର୍ଯ୍ୟନ୍ତ ସବୁ କିଛି ନୂଆ ଏବଂ ଆଧୁନିକୀକରଣ କରାଯିବ । ଷ୍ଟେସନର ସବୁ ଯନ୍ତ୍ରପାତି ବଦଳାଯାଇ ନୂଆ ଯନ୍ତ୍ରପାତି ଲାଗିବ ବୋଲି ପଦକ୍ଷେପ ନିଆଯାଉଛି । ଏ ନେଇ ଆଜି ଦକ୍ଷିଣ ଅନୀଲ କୁମାର ମିଶ୍ରା ସୂଚନା ଦେଇଛନ୍ତି ।






More Stories
ଅର୍ଥ ବିଭାଗର ପତ୍ର; ୨,୨୪୮ କୋଟି ଫେରାଅ…..
ସେବା ବିଳମ୍ବ କଲେ ତଣ୍ଡ ଗଣିବେ ବାବୁ…..
ପୁଣି ଲଘୁଚାପ ସମ୍ଭାବନା…..