ରିପୋର୍ଟ କାର୍ଡ / ଭୁବନେଶ୍ୱର
ପୋଲ ତଳେ ଜଣେ ଯୁବତୀଙ୍କର ମୃତଦେହ ଉଦ୍ଧାର ହୋଇଛି | ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଭଡ଼ିଗାଁ ଜୀରା ବ୍ରିଜ୍ ତଳ ନଦୀ ପଠାରେ | ଜୀରା ବ୍ରିଜ ଉପରେ ରକ୍ତ ଏବଂ ଏକ ଧାରୁଆ ଅସ୍ତ୍ର ପଡ଼ିଥିବାରୁ ତାଙ୍କୁ ହତ୍ୟା କରି ତଳକୁ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ପରିଚୟ ମିଳିନାହିଁ।ଘଟଣାସ୍ଥଳରୁ ମିଳିଥିବା ଏଟିଏମ୍ କାର୍ଡରେ ନାମ ଶୀଲା ବେହେରା ବୋଲି ଉଲ୍ଲେଖ ରହିଛି। ବରଗଡ଼ ସଦର ଥାନା ଓ ଭଟଲି ପୋଲିସ ଘଟଣାସ୍ଥଳରେ ପହଂଚି ପଚରା ଉଚରା କରି ମାମଲାର ତଦନ୍ତ ଜାରିରଖିଛି |






More Stories
ଆମ ବସ୍’ ଯାତ୍ରା ମାଗଣା…..
ଉଭୟ ପଡିଆରେ ବାଲିଯାତ୍ରା ପାଇଁ ସରକାରଙ୍କୁ ପ୍ରସ୍ତାବ…..
ଶ୍ରୀମନ୍ଦିର ପରିସରରେ ହାତାହାତି…..