ରିପୋର୍ଟ କାର୍ଡ / ଭୁବନେଶ୍ଵର
ରାଜଧାନୀ ଭୁବନେଶ୍ଵରରେ ଦିନକୁ ଦିନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ସବୁଠି ଗଞ୍ଜେଇ କାରବାର ଚାଲିଛି। ଆଜି ରାଜଧାନୀର ବିଭିନ୍ନ ପ୍ରମୁଖ ଛକ ସ୍ଥାନ ମାନଙ୍କରେ ଥିବା ଚା ଏବଂ ପାନ ଦୋକାନ ଗୁଡିକରେ ରେଡ୍ କରାଯାଇଛି। ବିପୁଳ ଗଞ୍ଜେଇ ଓ ସିଗାରେଟ୍ ଜବତ କରିବା ସହ ଏକାଧିକ ଯୁବକଙ୍କୁ ଧରିଛି କ୍ରାଇମ୍ ୟୁନିଟ୍। ୨ ଓମଫେଡ୍ ପାର୍ଲର ସିଲ କରାଯାଇଥିବା ବେଳେ ୨ ନିଶାଡ଼ି ଅଟକ ରହିଛନ୍ତି । ଏବେ ଆପୋଲୋ ହସ୍ପିଟାଲ ସ୍ଥିତ ବିସେଶ୍ବର ବସ୍ତିରେ ରେଡ ଚାଲିଛି ।






More Stories
ଓଏଏସ୍ ସ୍ତରରେ ଅଦଳବଦଳ…..
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଗୁଜରାଟ ଗସ୍ତ…..
ଭବାନୀପୁରରେ ହାରିଲେ ଦିଦି…..