ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଆଉ କଂଗ୍ରେସ ପାର୍ଥୀ ଚୟନ କରିସାରିଥିବା ବେଳେ ବିଜେଡି ଆଜି ପାର୍ଥୀ ଘୋଷଣା କରିଛି । ବିଜୟ ବରିହାଙ୍କ ବଡ ଝିଅ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଛି ବିଜେଡି । ଉପନିର୍ବାଚନରେ ଏହା ସହିତ ଶ୍ରୀଯୁକ୍ତ ବରିହାଙ୍କ ସ୍ତ୍ରୀ ତିଳୋତ୍ତମା ସିଂବରିହା, ରାଜୁ ଘିବେଲ,ମାଧବୀ ସିଂ ବରିହାଙ୍କ ନାମ ମଧ୍ୟ ଖୁବ ଚର୍ଚ୍ଚା ହେଉଥିଲା | କିନ୍ତୁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ବରିହାଙ୍କୁ ପ୍ରାର୍ଥୀ କରିଥିବା ନେଇ ଘୋଷଣା କରିଛନ୍ତି |






More Stories
୨୦୨୭ରୁ ନୂଆ ନିୟମ ଲାଗୁ…..
ବ୍ୟବସାୟୀଙ୍କୁ ହତ୍ୟା…..
ତେଲିଆ ଖାଦ୍ୟକୁ ‘ନା’, ସୁସ୍ଥ ଖାଦ୍ୟକୁ ‘ହଁ’……