ରିପୋର୍ଟ କାର୍ଡ / ଭୁବନେଶ୍ୱର
ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ସରଗରମ ରହିଛି | ନାମାଙ୍କନ ପ୍ରକିୟା ସରିବା ପରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର । ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛନ୍ତି |

ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ୧୦ ମନ୍ତ୍ରୀଙ୍କ ସମେତ ୩ ଜଣ ଅଭିନେତା କୁ ମିଶାଇ ମୋଟ ୪୦ ଜଣଙ୍କ ନାମ ଘୋଷଣା କରାଯାଇଛି । ତାଲିକାର ସର୍ବ ପ୍ରଥମେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମ ରହିଛି । ଏଥର ଯୋଡା ଯାଇଛି, କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ଦାୟିତ୍ୱ ମିଳିଛି । ଏହି ତାଲିକାରେ ପଶ୍ଚିମ ଓଡ଼ିଶାର ମହିଳା ନେତ୍ରୀ ଏବଂ ବିଧାୟିକାଙ୍କୁ ତାଲିକାରେ ସାମିଲ କରାଯାଇଛି |






More Stories
ଚାଷୀଙ୍କ ସମସ୍ୟା ନେଇ ରାସ୍ତାକୁ ଓହ୍ଲାଇବ ବିଜେଡି…..
ବିଜେପି ନେତାଙ୍କ ଉପରେ ହେଉ କାର୍ଯ୍ୟାନୁଷ୍ଠାନ…..
ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା ଫଳ….