ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ଜନତା ପାର୍ଟି ଗୁଜରାଟ ଏବଂ ପଶ୍ଚିମବଙ୍ଗର ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ମୋଟ ୩ ଜଣଙ୍କ ନାମ ରହିଥିବା ଜଣାପଡ଼ିଛି। ସେମାନେ ହେଲେ ବାବୁଭାଇ ଜେସଙ୍ଗଭାଇ ଦେଶାଇ (ଗୁଜରାଟ), କେସ୍ରିଭଭସିନ୍ ଜାଲା (ଗୁଜରାଟ) ଏବଂ ଅନନ୍ତ ମହାରାଜ (ପଶ୍ଚିମବଙ୍ଗ) । କେନ୍ଦ୍ରୀୟ କମିଟିର ସହମତି ପରେ ଦଳର ଜାତୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….