ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ନୌସେନାରେ ପ୍ରଥମ ଥର ପାଇଁ କମାଣ୍ଡର ପ୍ରେରଣା ଦେଓସ୍ଥାଲି ଓ କମାଣ୍ଡର ଈଶାନ ଦେଓସ୍ଥାଲି ଭଉଣୀ ଓ ଭାଇ ଯୋଡ଼ି ଗୋଟିଏ ସମୟରେ ଦୁଇଟି ଭିନ୍ନ ଭିନ୍ନ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଛନ୍ତି। କମାଣ୍ଡର ପ୍ରେରଣା ଦେଓସ୍ଥାଲି ଗତବର୍ଷ ଭାରତୀୟ ନୌସେନାରେ ଯୁଦ୍ଧ ଜାହାଜର କମାଣ୍ଡର ହେବାରେ ପ୍ରଥମ ମହିଳା ଅଧିକାରୀ ହୋଇଥିଲେ। ସେ ବର୍ତ୍ତମାନ ଫାଷ୍ଟ ଆଟାକ୍ କ୍ରାଫ୍ଟ ଆଇଏନ୍ଏସ୍ ତ୍ରିଙ୍କଟର ନେତୃତ୍ୱ ନେଉଛନ୍ତି। ତାଙ୍କ ଭାଇ କମାଣ୍ଡର ଈଶାନ ଦେବସ୍ଥାଲିଙ୍କୁ ଏବେ ଭାରତୀୟ ନୌସେନାର ବୀର ଶ୍ରେଣୀର କ୍ଷେପଣାସ୍ତ୍ର ଜାହାଜ ଆଇଏନ୍ଏସ୍ ବିଭୂତିର କମାଣ୍ଡ ଦିଆଯାଇଛି। ଉଭୟ ଭାଇ ଓ ଭଉଣୀ ପଶ୍ଚିମ କମାଣ୍ଡ ଅଧୀନରେ ଯୁଦ୍ଧ ଜାହାଜର ନେତୃତ୍ୱ ନେଉଛନ୍ତି।






More Stories
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..
ୟୁପି ରାଜ୍ୟସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଭାଜପା…..