ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୯୪୯ ମସିହା ନାବେମ୍ବର ୨୬ ତାରିଖରେ ସମ୍ବିଧାନ ଗୃହୀତ ହୋଇଥିଲା | ସାମ୍ବିଧାନିକ ମୂଲ୍ୟବୋଧର ପ୍ରୋତ୍ସାହନ ପାଇଁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସମ୍ବିଧାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା | ରାଷ୍ଟ୍ରୀୟ ସମ୍ବିଧାନ ଦିବସକୁ ରାଷ୍ଟ୍ରୀୟ ଆଇନ ଦିବସ ଏବଂ ଭାରତୀୟ ସମ୍ବିଧାନ ଦିବସ ରୂପେ ବି ପାଳନ କରାଯାଏ। ଦୁଇ ମାସ ପରେ ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ସମ୍ବିଧାନ ପ୍ରଣୟନ ହୋଇଥିଲା | ଦେଶ ସ୍ଵୀକାର କରିଥିବାରୁ ପ୍ରତିବର୍ଷ ନଭେମ୍ବର ୨୬ରେ ଦେଶରେ ସମ୍ବିଧାନ ଦିବସ ପାଳନ କରାଯାଏ।ଆଜି ସାରା ଦେଶ ପାଳୁଛି ସମ୍ବିଧାନ ଦିବସ | ସୁପ୍ରିମକୋର୍ଟରେ ଆୟୋଜିତ ସମ୍ବିଧାନ ଦିବସ ସମାରୋହରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏ ଅବସରରେ ପ୍ରଧାନମନ୍ତ୍ରୀ ଇ-କୋର୍ଟ ସମ୍ବନ୍ଧୀୟ ବିଭିନ୍ନ ନୂଆ ପ୍ରକଳ୍ପ ଉଦଘାଟନ କରିଛନ୍ତି।






More Stories
ଓମାନ ତଟରେ ବୁଡିଲା ଭାରତୀୟ ଡଙ୍ଗା….
ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍…..
ନିଟ୍-ୟୁଜି ପରୀକ୍ଷା ସମୟ ଅବଧି ବୃଦ୍ଧି……