ରିପୋର୍ଟ କାର୍ଡ / ଭୁବନେଶ୍ୱର
ପରମ୍ପରା ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡ଼ଖାଇ ପାଳନକରାଯାଏ । କିନ୍ତୁ ଗତକାଲି ଶନିବାର ଥିବାରୁ ଛାଡ଼ଖାଇରେ ଅଧିକାଂଶ ଘରେ ଆମିଷ କରାଯାଇ ନ ଥାଏ | ତେଣୁ ଆଜି ରବିବାର ଛାଡ଼ଖାଇ ବେଶ ଜମିଛି। ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଲାଗିଛି। ସେହିପରି ମାଛ ବଜାରରେ ବି ଭିଡ଼ ଦେଖିବାକୁ ମିଳିଛି। ଆଜି ଛାଡ଼ଖାଇ ପାଇଁ ବଜାର ଚଳଚଞ୍ଚଳ ହୋଇଉଠିଛି।
Discussion about this post