ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ଅପରାହ୍ନ ୫.୩୦ ମିନିଟରେ ଅନୁଷ୍ଠିତ ହେବ ମନ୍ତ୍ରୀ ପରିଷଦ ବୈଠକ । ଏହି ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ବସିବ। ଦୁଇବର୍ଷ ତଳେ ମେ ମାସ ୨୯ରେ ୫ମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ପଞ୍ଚମ ପାଳିର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ବୈଠକ କରାଯାଇଛି।କରୋନା ମୁକାବିଲା ରାଜ୍ୟରେ ଜାରି ରହିଛି।ଅନ୍ୟପଟେ ଉତ୍ତର ଓଡ଼ିଶା ବାତ୍ୟା ୟସ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ରାଜ୍ୟ ବାତ୍ୟ ପରବର୍ତ୍ତୀ ପୁନରୁଦ୍ଧାର ଏବଂ ବନ୍ୟା ମୁକାବିଲା ରିଲିଫ କାର୍ଯ୍ୟ ଜାରି ରହିଛି।ତେଣୁ ଆଗାମୀ ଦିନରେ ରାଜ୍ୟ ପ୍ରଶାସନର ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି ।
More Stories
କମିଲା ସୁନା ଦାମ୍…..
ଶ୍ରୀମନ୍ଦରରେ ଲାଗିବ ଆଣ୍ଟିଡ୍ରୋନ ସିଷ୍ଟମ୍….
ବଦଳିଲା ସାବିତ୍ରୀ ଅମାବାସ୍ୟା ଛୁଟି…..