ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭିଜିଲାନ୍ସ ଜାଲରେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର । ଜଣେ କାରିଗରଙ୍କୁ ବିଲ୍ କରାଇଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି । ପ୍ରଭାତଙ୍କଠାରୁ ସମସ୍ତ ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହି ମାମଲାରେ ପ୍ରଭାତଙ୍କ ଡୁଆଲ ହାଇଟ୍ ଆପାର୍ଟମେଣ୍ଟ,ପଟିଆ, ଭୁବନେଶ୍ୱର ନମ୍ବର ୨୦୯, କଟକ ବାଦାମବାଡ଼ିରେ ଭଡ଼ା ଘର, ସୁନ୍ଦରଗଡ଼ରେ ଥିବା ପୈତୃକ ଘର ଏକକାଳୀନ ରେଡ୍ ହୋଇଥିବା ନେଇ ସୂଚନା ମିଳିଛି ।






More Stories
ଡି.ଏ.ଭି.ପବ୍ଲିକ ସ୍କୁଲ ରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ…..
“ମୋ କଣ୍ଠ, ମୋ ପରିଚୟ” ପ୍ରତିଯୋଗିତା ଅନୁଷ୍ଠିତ…..
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..