ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ବଢିଲା କମର୍ସିଆଲ ଗ୍ୟାସ୍ ଦର। ୩୯ ଟଙ୍କା ମହଙ୍ଗା ହୋଇଛି କମର୍ସିଆଲ ଗ୍ୟାସ୍ ଦାମ୍। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ୍ ୧୬୯୧.୫୦ ଟଙ୍କା ହୋଇଛି। ସେହିପରି ମୁମ୍ବାଇରେ ଦର ୧୬୪୪ ଟଙ୍କା ହୋଇଥିବାବେଳେ କୋଲକାତାରେ ୧୮୦୨. ୫୦ ଟଙ୍କା ହୋଇଛି। ଗତ ମାସରେ ମଧ୍ୟରେ କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ହୋଇଥିଲା। ଘରୋଇ ଏଲପିଜି ଗ୍ୟାସ୍ ଦର ଅପରିବର୍ତ୍ତିତ ରହିଛି।






More Stories
ନୂଆ ଘର, ଗାଡ଼ି କିଣିବେ କି? ଦେବାକୁ ପଡ଼ିବ ଅଧିକ ସୁଧହାର…..
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..
ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା…..