ରିପୋର୍ଟ କାର୍ଡ / ବେଙ୍ଗଲୁରୁ
କର୍ଣ୍ଣାଟକ ବିଧାନସଭା ଭିତରେ ‘ଦୁଷ୍କର୍ମକୁ ଉପଭୋଗ କରି’ କହି ବିବାଦ ସୃଷ୍ଟି କରିଥିବା ବରିଷ୍ଠ କଂଗ୍ରେସ ବିଧାୟକ ତଥା କର୍ଣ୍ଣାଟକ ବିଧାନସଭାର ପୂର୍ବତନ ବାଚସ୍ପତି କେ ଆର ରମେଶ କୁମାର ଦେଇଥିବା ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି। କହିଛନ୍ତି କି ‘ମୋର ମନ୍ତବ୍ୟ ଯଦି ମହିଳାଙ୍କ ଭାବନା ଓ ଭାବାବେଗକୁ ଆଘାତ କରିଥାଏ, ତେବେ କ୍ଷମା ମାଗିବାରେ ମୋର କୌଣସି ଅସୁବିଧା ନାହିଁ। ଏଥିପାଇଁ ମୁଁ ମୋ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି’ ବୋଲି ସେ କର୍ଣ୍ଣାଟକ ବିଧାନସଭାରେ କହିଛନ୍ତି।






More Stories
ସୌମ୍ୟ ହତ୍ୟା ମାମଲା:ମିଳିଲାନି ପ୍ରମାଣ,ମୁକୁଳିଲେ ଅଭିଯୁକ୍ତ…..
କୁଆଖାଇ ନଦୀରେ ଯୁବକ ଭାସିଯିବା ଘଟଣା;ଜଣଙ୍କ ମୃତଦେହ ଉଦ୍ଧାର…..
ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ…..