ରିପୋର୍ଟ କାର୍ଡ / ଗଞ୍ଜାମ (ମହେଶ୍ୱର ସେଠୀ )
ବିଜେଡି ଛାଡି କଂଗ୍ରେସ ରେ ଯୋଗଦେଲେ ଧରାକୋଟ ବ୍ଲକ ସିଙ୍ଗିପୁର ଗ୍ରାମପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ।ଧରାକୋଟ ବ୍ଳକ ସିଙ୍ଗିପୁର ଗ୍ରାମରେ ଆୟୋଜିତ ମିଶ୍ରଣ ପର୍ବ ରେ ଯୋଗଦେଲେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ସାନଖେମୁଣ୍ଡି ବିଧାୟକ ଙ୍କ ଉପସ୍ଥିତି ରେ ଶତାଧିକ ବିଜେଡି କର୍ମୀ ଦଳ ଛାଡି କଂଗ୍ରେସ ଦଳରେ ଯୋଗଦାନ କଲେ। ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଏବଂ ସରପଞ୍ଚ ପ୍ରଫୁଲ୍ଲ କୁମାର ଦାସ ଙ୍କ ନେତ୍ତୃତ୍ୱ ଉପରେ ଆଶା ପ୍ରକଟ କରି କଂଗ୍ରେସ ଦଳର ଯୋଗ ଦେଲେ ବିଜେଡି କର୍ମୀ |






More Stories
ସୌମ୍ୟ ହତ୍ୟା ଘଟଣା ; ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ…..
ମହିଳାଙ୍କୁ ଟାଣିନେଲା କୁମ୍ଭୀର…..
ବାପାର ଜୀବନ ନେଲା ପୁଅ…..