ରିପୋର୍ଟ କାର୍ଡ / ଭୁବନେଶ୍ଵର
ଆସନ୍ତାକାଲି ଓ ୨୬ ତାରିଖରେ ସମବାୟ ସମିତି ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି | ସମବାୟ ସମବାୟ ସମିତି ନିର୍ବାଚନର ଆସନ୍ତାକାଲି ଭୋଟ ଗ୍ରହଣ ହେବ | ଏନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ସମବାୟ ନିର୍ବାଚନ କମିଶନର | କାଲି ୪ ଲକ୍ଷ ୩୫ ହଜାର ୬୧୦ ଜଣ ଭୋଟର ମତଦାନ କରିବେ | କାଲି ୩୨୫୨ ସମିତିରୁ ୨୫୨୧ ନିର୍ଦ୍ୱନ୍ଦରେ ନିର୍ଵାଚତ | ବାକି ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ ହେବ | ସେଥି ମଧ୍ୟରୁ ୨୪୪ ଟି ସମ୍ବେଦନଶୀଳ ବୁଥ ରହିଛି | ସମ୍ବେଦନଶୀଳ ବୁଥରେ ସିସିଟିଭି ବ୍ୟବସ୍ଥା କରାଯାଇଥିବାବେଳେ ପୋଲିସ ମୁତୟନ ପାଇଁ ପଦକ୍ଷେପ ନିଆଯାଇଛି। ଭୋଟ ଗ୍ରହଣ ପରେ ଗଣାଟିହୋଇ ଫଳାଫଳ ଘୋଷଣା କରାଯିବ |






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….