Report Card Odisha

| Daily Odia News

ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୩୯ କରୋନା ଆକ୍ରାନ୍ତ ଚିହ୍ନଟ……

ରିପୋର୍ଟ କାର୍ଡ / ଭୁବନେଶ୍ୱର

ରାଜ୍ୟରେ ଆଜିବି ୫ ଶହ ତଳେ ରହିଛି କରୋନା ସଂକ୍ରମଣ | ଗତ ୨୪ ଘଣ୍ଟାରେ ଆଉ ୩୩୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଶୂନ୍ୟରୁ ୧୮ ବର୍ଷ ମଧ୍ୟରେ ୬୯,ସଙ୍ଗରୋଧରୁ ୧୯୯, ସ୍ଥାନୀୟ୧୪୦। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୩,୯୭୮କୁ ବୃଦ୍ଧି ପାଇଛି। ୧୨,୭୧,୦୧୮ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ ହଜାର ୮୬୨ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୨୮ ଜିଲ୍ଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୧୪, ବାଲେଶ୍ୱର ୧୪, ବରଗଡ ୫, ଭଦ୍ରକ ୪, ବଲାଙ୍ଗୀର ୩, ବୌଦ୍ଧ ୨, କଟକ ୧୭, ଦେଓଗଡ ୪, ଢେଙ୍କାନାଳ ୨, ଗଜପତି ୨୫, ଗଞ୍ଜାମ ୧୪, ଯାଜପୁର ୧୪, ଝାରସୁଗୁଡା ୧୨, କଳାହାଣ୍ଡି ୪, କନ୍ଧମାଳ ୨, କେନ୍ଦ୍ରାପଡା ୫, ଖୋର୍ଦ୍ଧା ୩୬, କୋରାପୁଟ ୧୬, ମାଲକାନଗିରି ୧, ମୟୁରଭଞ୍ଜ ୧୯, ନବରଙ୍ଗପୁର ୩, ନୟାଗଡ ୪, ନୂଆପଡା ୧, ପୁରୀ ୧, ରାୟଗଡା ୬, ସମ୍ବଲପୁର ୧୪, ସୋନପୁର ୮, ସୁନ୍ଦରଗଡ ୮୦, ଷ୍ଟେଟ ପୁଲରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Breaking News