ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ୍ ଓ ଋଷ ମଧ୍ୟରେ ସମସ୍ୟା ବଢି ବଢି ଚାଲିଛି । ପରିସ୍ଥିତି ସଙ୍କଟଜନକ ରହିଛି | ସମସ୍ୟାର ସମାଧାନ ପାଇଁ ବିଶ୍ୱର ନେତାମନେ କୂଟନୀତି ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଏହି ଘଟଣାକୁ ନେଇ ଜାତିସଂଘର ମୁଖ୍ୟ ଅଧିକାରୀ ଋଷର ରାଷ୍ଟ୍ରପତି ପୁଟିନଙ୍କୁ ସମାଧାନ ପାଇଁ ଅପିଲ କରିଛନ୍ତି । ଏନେଇ ମଧ୍ୟ ଏକ ବୈଠକ ଡକାଯାଇଥିଲା । ସେଥିରେ ସେ କହିଥିଲେ ଋଷ ୟୁକ୍ରେନ ଉପରେ ଆକ୍ରମଣ କରିବ ନାହିଁ । ମୋର ବିଶ୍ୱାସ ରହିଛି । ହେଲେ ଋଷ ୟୁକ୍ରେନ ଉପରେ ବର୍ତ୍ତମାନ ଆକ୍ରମଣ କରିଛି । ତେବେ ଯଦି ଯୁଦ୍ଧ ପାଇଁ କୌଣସି ଅଭିଯାନ ପ୍ରସ୍ତୁତ ହୋଇଛି ତାହା ବନ୍ଦ କରାଯାଉ । ମୁଁ ହୃଦୟରୁ କହିବାକୁ ଚାହୁଁଛି ୟୁକ୍ରେନ୍ ଉପରେ ଆକ୍ରମଣ କରିବା ଉଚିତ ନୁହେଁ । ସମସ୍ୟାର ସମାଧନ କରନ୍ତୁ ଅନେକ ଜୀବନ ନଷ୍ଟ ହୋଇସାରିଛି ।






More Stories
ଇରାନକୁ ଟ୍ରମ୍ପଙ୍କ ଚେତାବନୀ…..
ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ, ରାହୁଲ ଗାନ୍ଧୀ, ଅନ୍ୟ ବିଶିଷ୍ଟ ବ୍ୟକ୍ତି…..
ଅକ୍ଟୋବର ୨ ରୁ ଗଣତନ୍ତ୍ର ବଞ୍ଚାଅ ଅଭିଯାନ….