ରିପୋର୍ଟ କାର୍ଡ / କଟକ
କଟକରେ କଟା ଗୋଡ଼ ମିଳିଛି | ଏହା ଦୁର୍ଘଟଣା ନାଁ ଆକ୍ରମଣ। ତାକୁ ନେଇ ଖୋଳତାଡ଼ ଜାରି ରଖିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ବାଦାମବାଡ଼ି ଲିଙ୍କରୋଡ଼ ରାସ୍ତା ମଧ୍ୟରେ ଘଟିଥିଲା ଏହି ଘଟଣା । ସଦର ଅଞ୍ଚଳର ରାଜେନ୍ଦ୍ର ପ୍ରସାଦ ଗାଡିରେ ଯାଉଥିଲା ବେଳେ ଏହି ଘଟଣା ଘଟିଥିଲା। ରାଜେନ୍ଦ୍ରଙ୍କ ଚିତ୍କାର ଶୁଣି ପୋଲିସ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ । ରାଜେନ୍ଦ୍ରଙ୍କୁ ଉଦ୍ଧାର କରି ଏକ ଘରୋଇ ହସ୍ପିଟାଲରେ ସଙ୍ଗେସଙ୍ଗେ ଭର୍ତ୍ତିି କରଯାଇଥିଲା ବେଳେ ଏହି ଘଟଣାକୁ ନେଇ ଏବେବି ସନ୍ଦେହ ଘେରରେ ରହିଛି ପୋଲିସ ।






More Stories
ଆମ ବସ୍’ ଯାତ୍ରା ମାଗଣା…..
ଡି.ଏ.ଭି. ପବ୍ଲିକ୍ ସ୍କୁଲ,କଳିଙ୍ଗ ନଗରରେ ରକ୍ଷାବନ୍ଧନ ଉତ୍ସବ ପାଳିତ…..
ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ…..