ରିପୋର୍ଟ କାର୍ଡ / ଭୁବନେଶ୍ୱର
ଜଗତସିଂହପୁର ଡେପୁଟି କଲେକ୍ଟର ଗିରଫ ହୋଇଛନ୍ତ | ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା ଙ୍କୁ ଭିଜିଲାନ୍ସ ଗିରଫ କରିଛି | ଆୟ ଠାରୁ ୧୯୧ % ରୁ ଅଧିକ ସମ୍ପତ୍ତି ଥିବା ଭିଜିଲାନ୍ସ ରିପୋର୍ଟରୁ ଜଣାପଡିଛି | ଚିତ୍ତରଂଜନଙ୍କର ୫ଟି ଫ୍ଲାଟ୍ ଅଛି। ନଗଦ ୧ ଲକ୍ଷ ୮୫ ହଜାର ୨୮୫ ଟଙ୍କା ଜବତ କରାଯାଇଥିବା ବେଳେ ବ୍ୟାଙ୍କ ଓ ବୀମା ଜମା ସହିତ ବିଭିନ୍ନ କ୍ଷେତ୍ରରେ ନିବେଶ ବାବଦକୁ ୪୮.୭୧ ଲକ୍ଷ ଟଙ୍କା ଠାବ କରାଯାଇଛି।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..