ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱରର ଉପକଣ୍ଠ ପାତ୍ରପଡ଼ା ଶିଳ୍ପାଞ୍ଚଳରେ ଏକ ନକଲି ସସ୍ ଫ୍ୟାକ୍ଟ୍ରି ଉପରେ କଟକ ପୋଲିସ ରେଡ୍ କରିଛି | ଅପମିଶ୍ରଣ ପାଇଁ ବ୍ୟବହୃତ ଅନେକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ସେପଟେ କଟକ ମାଲଗୋଦାମରେ ଥିବା ଏକ ଗୋଦାମରେ ମଧ୍ୟ ଚଢ଼ାଉ ହୋଇଛି। ପାତ୍ରପଡ଼ା ଫ୍ୟାକ୍ଟ୍ରିରେ ସସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଅପମିଶ୍ରିତ ହୋଇ ପ୍ରସ୍ତୁତ ପରେ ମାଲଗୋଦାମକୁ ଯାଉଥିଲା। ପଚା ସଢ଼ା ଖାଦ୍ୟରେ ତିଆରି ହେଉଚି ସସ୍ । ଏଭଳି ଅଭିଯୋଗ ପରେ ପାତ୍ରପଡାରେ କଟକ ମାଲଗୋଦାମ ଥାନା ପକ୍ଷରୁ ଚଢ଼ାଉ ହୋଇଛି ।






More Stories
ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ବଡ ତ୍ରୁଟି; ବହିରେ ୧୬୭୮ଟି ଭୁଲ ଚିହ୍ନଟ…..
ଚେମେଲୀଙ୍କୁ ୭୦ ଲକ୍ଷ ଟଙ୍କା….
ଜରୁରୀ ସେବାକୁ ଇନ୍ଧନ ମନା କଲେ ଜେଲ୍…..