ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାର ପୂର୍ବତନ ବିଧାୟକ ଦିଲବାଗ ସିଂହଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ବେଆଇନ ଖଣି ଖନନ ଓ ଇ-ବାହନ ଦୁର୍ନୀତି ଘଟଣାରେ ତାଙ୍କ ସହଯୋଗୀ କୁଲବିନ୍ଦର ସିଂହଙ୍କୁ ମଧ୍ୟ ବାନ୍ଧି ଥିବା ଜଣାପଡିଛି | ଜାନୁଆରୀ ୪ରୁ ବେଆଇନ ଖଣି ଖନନ ମାମଲେରେ ଇଡି ଆଇଏନଏଲଡିର ନେତା ତଥା ପୂର୍ବତନ ବିଧାୟକ ଦିଲବାଗ ସିଂହ ଓ କଂଗ୍ରେସ ବିଧାୟକ ସୁରେନ୍ଦ୍ର ପନୱାରଙ୍କ ବିଭିନ୍ନ ଠିକଣାରେ ରେଡ କରିଥିଲା। ସୋମବାର ରେଡ ଶେଷ ହୋଇଥିବା ବେଳେ ଇଡି ପକ୍ଷରୁ ଦିଲବାଗ ଓ କୁଲବିନ୍ଦରଙ୍କୁ ଗିରଫ କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….