ରିପୋର୍ଟ କାର୍ଡ / ଭୁବନେଶ୍ୱର
ଇଡିରେ ହାଜର ହେବେ ବରିଷ୍ଠ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ଅକ୍ଷୟ ପରିଜା | ପୂର୍ବରୁ ଅକ୍ଷୟଙ୍କୁ ହାଜର ହେବା ପାଇଁ ନୋଟିସ ଜାରି କରିଛି ଇଡି । ସୂଚନାଯୋଗ୍ୟ ଯେ, କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହେବା ପରେ ଅର୍ଚ୍ଚନା ନାଁରେ ନୂଆପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ। ସେପଟେ ବ୍ଲାକ ମେଲ୍ର ଅର୍ଚ୍ଚନା ନାଗ ମାମଲାରେ ଖଗେଶ୍ୱର ପାତ୍ରଙ୍କୁ ଗିରଫ କରାଯାଇଛି । ତାଙ୍କର ରିମାଣ୍ଡ ଆସନ୍ତା ୨୧ ତାରିଖରେ ସରିବ । ଏହାପରେ ଇଡି ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଜେଲରେ ଜେରା କରିବ ବୋଲି ଜଣାପଡିଛି । ଏଥିପାଇଁ କୋର୍ଟର ଅନୁମତି ପାଇଁ ଇଡି ପ୍ରସ୍ତୁତ ହେଉଥିବା ଜଣାପଡିଛି ।






More Stories
ସ୍ୱନକ୍ଷତ୍ର ଉତ୍ସବରେ ୬୬୨ବର୍ଗ କଲେଜ ସଂଘର ଶପଥ;ଦାବି ପୁରଣ ନହେଲେ ଆନ୍ଦୋଳନ…..
ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ ସୂଚନା…..
ଜ୍ଞାନକୁ ସମାଜ କଲ୍ୟାଣରେ ବିନିଯୋଗ କର…..