ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ ସ୍କୁଲ ସ୍ତରରେ ଲାଗୁ ହେବ NEP । ଏ ନେଇ ଗୃହରେ ପ୍ରତିକ୍ରିୟା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗୋଟିଏ ପରେ ଗୋଟିଏ କାମ ସରକାର ହାତକୁ ନେଇଛନ୍ତି । ଏଥିସହ ୬ଟି ସବକମିଟି ଗଠନ ହେବ ସେଥିରେ ସୁପାରିଶ କରାଯାଇ ସମସ୍ତଙ୍କ ମତାମତ ନେଇ ଏନିପି ଲାଗୁ କରାଯିବ। ଗତ ଦିନ ଗୁଡିକରେ ଶିକ୍ଷକ ଅଭାବକୁ ପୂରଣ କରିବା ବ୍ୟବସ୍ଥା ଆମେ କରୁଛୁ । ଶିକ୍ଷା କ୍ଷେତ୍ରରେ ଯାହା ଆବ୍ୟଶକ ତାହା ବିଭାଗ ପୂରଣ ପାଇଁ ଚେଷ୍ଟା କରୁଛି ।






More Stories
ଡାକ୍ତର ଆନ୍ଦୋଳନ ସ୍ଥଗିତ…..
ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…..
ଜାପାନ ସହଯୋଗରେ ଓଡ଼ିଶାରେ ହେବ ୩ ପ୍ରକଳ୍ପ……