ରିପୋର୍ଟ କାର୍ଡ / କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ବାଲିଆର ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପୂର୍ବରୁ ବାଣୁଆର ମୃତ୍ୟୁ ଘଟିଥିଲା। ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ମୃତକଙ୍କ ନାମ ପିଣ୍ଟୁ ଖାନ ବୋଲି ଜଣାପଡ଼ିଛି। ଏବେ ବି ଆଉ ୧୦ ଗୁରୁତରଙ୍କର ଆଇସିୟୁରେ ଚିକିତ୍ସା ଚାଲିଛି। ବାଲିଆରରେ କାର୍ତ୍ତିକେଶ୍ବର ଭସାଣ ଶୋଭାଯାତ୍ରାରେ ବାଣ ବିସ୍ଫୋରଣ ୫୦ ଆହତ ହୋଇଥିଲେ। ଏବେ କଟକ ଏସସିବିରେ ଆଉ ୩୩ଜଣଙ୍କ ଚିକିତ୍ସା ଜାରି ରହିଛି।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….