ରିପୋର୍ଟ କାର୍ଡ / ମାଲକାନଗିରି
ମାଲକାନଗିରି ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ନାମରେ ଚିତ୍ରକୋଣ୍ଡା ଥାନାରେ ରୁଜୁ ହେଲା ଦୁଇଟି ମାମଲା । ଜିଆର କେସ୍ ନମ୍ବର ୪୬୮ ଓ ୪୬୯ ରେ IPCର ଧାରା ୨୯୪, ୩୨୩, ୫୦୬, ୩୫୪, ୪୫୮, ୪୬୦ ଓ ୩୪ ସହ SC ST ଆଇନ ଅନୁଯାଇ ଅଂଶୁମାନ ଦ୍ବିବେଦୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଆରଏସସି ୧୩ ଗାଁର ଚନ୍ଦ୍ରା ଖିଲ ଓ ମଣିମା ଖଡାଙ୍କ ଅଭିଯୋଗ ଆଧାରରେ ଅଂଶୁମାନ ଦ୍ବିବେଦୀଙ୍କ ବିରୋଧରେ ଏତଲା ରୁଜୁ କରିବା ଲାଗି ଚିତ୍ରକୋଣ୍ଡା ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମାଲକାନଗିରି ଏସଡିଜେଏମ କୋର୍ଟ ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..