ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ରେଳବାଇ ବିଭାଗ ପକ୍ଷରୁ ଆଜି ପାଇଁ ୩୩୫ଟି ଟ୍ରେନ୍ ବାତିଲ କରାଯାଇଛି । ବିଭିନ୍ନ କାରଣକୁ ନେଇ ରେଳବିଭାଗ ପକ୍ଷରୁ ୩୩୫ଟି ଟ୍ରେନକୁ ବାତିଲ କରିଥିବା ସୂଚନା ମିଳୁଛି । ଏଥି ମଧ୍ୟରୁ ୫୨ଟି ଟ୍ରେନ୍ ଆଂଶିକ ଭାବେ ବାତିଲ ହୋଇଥିବା ବେଳେ, ୨୯୩ଟି ଟ୍ରେନକୁ ସଂପୂର୍ଣ୍ଣ ରୂପେ ବାତିଲ କରାଯାଇଛି । ରେଳବାଇର ୱେବ୍ସାଇଟ୍ enquiry.indianrail.gov.in ଅନୁସାରେ ୩୦ଟି ଟ୍ରେନ ରୁଟ୍ ମଧ୍ୟ ପରିବର୍ତ୍ତନ କରାଯାଇଛି । ସୂଚନା ଅନୁଯାୟୀ ଭାରତୀୟ ରେଳବାଇ ପକ୍ଷରୁ ପ୍ରତିଦିନ ଟ୍ରେନ୍ ବାତିଲ ତାଲିକା ଜାରି କରାଯାଏ ।






More Stories
ନୂଆ ରୂପ ନେବ ରାଜ୍ୟର ସବୁ ବସ୍ଷ୍ଟାଣ୍ଡ…..
ମୋଦୀ ଡାକିଲେ ଜରୁରୀ ବୈଠକ…..
ଦେଶରେ ଆସୁଛି ଆର୍ଥିକ ଝଡ଼; ପ୍ରଧାନମନ୍ତ୍ରୀ ଟଫି ବାଣ୍ଟୁଛନ୍ତି…..