ଦେଶ ବିଦେଶ କାରଖାନାରେ ବିସ୍ଫୋରଣ, ୧୩ ମୃତ…… Report Card Bureau December 25, 2023 ରିପୋର୍ଟ କାର୍ଡ / ନୂଆଦିଲ୍ଲୀଇଣ୍ଡୋନେସିଆର ସୁଲାୱେସିି ପ୍ରଦେଶରେ ଗୋଟିଏ ନିକେଲ କାରଖାନାରେ ବିସ୍ଫୋରଣ ଘଟି ୧୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଆହତ ୩୮ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ମଧ୍ୟରେ ଇଣ୍ଡୋନେସିଆର ୭ ଓ ୫ ବିଦେଶୀ ଶ୍ରମିକ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। Post navigationPrevious ଆଜି ବଡ଼ଦିନ ବା ଖ୍ରୀଷ୍ଟମାସ…..Next ସଞ୍ଜୟ ସିଂହ ମୋର ସମ୍ପର୍କୀୟ ନୁହଁନ୍ତି…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories 1 min read ଦେଶ ବିଦେଶ ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି….. July 9, 2026 Report Card Bureau 1 min read ଦେଶ ବିଦେଶ ଇରାନ ଉପରେ ଆକ୍ରମଣ….. July 9, 2026 Report Card Bureau 1 min read ଦେଶ ବିଦେଶ ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା….. July 8, 2026 Report Card Bureau
More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..