ରିପୋର୍ଟ କାର୍ଡ / ଭୁବନେଶ୍ୱର
IPS ବି ରାଧିକାଙ୍କୁ ମିଳିଛି ନୂଆ ଦାୟିତ୍ୱ | ବି. ରାଧିକା ପୋଲିସ ରିକ୍ରୁମେଣ୍ଟ ବୋର୍ଡର ଅଧ୍ୟକ୍ଷା ହୋଇଛନ୍ତି | SFSL ର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ବି. ରାଧିକା ରହିବେ | ଆଶିଷ ସିଂ ଙ୍କୁ OPHWC ର CEO ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି | ଏସ. ସାଇନି ଙ୍କୁ CAW & CW ର ଆଇଜି ଭାବରେ ଅତିରିକ୍ତ ଦାୟିତ୍ୱ ମିଳିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..