ରିପୋର୍ଟ କାର୍ଡ / ଝାରସୁଗୁଡ଼ା
ବନହର ପାଲି ସ୍ଥିତ ଓଡିଶା ବିଦ୍ୟୁତ ଉତ୍ପାଦନ ନିଗମ ଇବ ଥର୍ମାଲ ବନହରପାଲି ତାପଜ ବିଦ୍ୟୁତ କେନ୍ଦ୍ରର ୩ ନମ୍ବର ଆସପଣ୍ଡ ହିଡ ଭାଙ୍ଗି ଶତାଧିକ ଚାଷ ଜମିକୁ ପାଉଁଶ ପାଣି ମାଡ଼ିଯାଇଛି। କୁମ୍ଭାର ବନ୍ଧ ପଞ୍ଚାୟତ ରେଙ୍ଗାଲି ମୌଜାର କଟାଟିକିରା ଓ ଶରଧା ପାଲି ଶତାଧିକ ଚାଷ ନଷ୍ଟ ହୋଇ ଯାଇଛି। ପ୍ରାୟ ୫୦ ମିଟରର ଏକ ଘାଇ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ ଶୁକ୍ରବାର ସକାଳ ସମୟରେ ଗ୍ରାମବାସୀମାନେ ଧାନ ସଂଗ୍ରହ ଓ କାଟିବାକୁ ଯାଉଥିବା ବେଳେ ହିଡ଼ ଭାଙ୍ଗୁ ଥିବାର ଦେଖିଥିଲେ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..