ରିପୋର୍ଟ କାର୍ଡ / କୋରାପୁଟ
ରେଳ ଧାରଣାରୁ ୨ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଏଭଳି ଅଭାବନୀୟ ଘଟଣା କୋରାପୁଟ ଜର୍ଟି ରେଳ ଷ୍ଟେସନରେ ଘଟିଛି। ଷ୍ଟେସନ ନିକଟରେ ଧାରଣାରେ ପଡିଛି ଦୁଇ ମୃତଦେହ। ଟ୍ରେନ୍ରୁ ଖସି ନା ଅନ୍ୟ କେଉଁ କାରଣରୁ ମୃତ୍ୟୁ ହୋଇଛି,ତାହା ଅସ୍ପଷ୍ଟ ରହିଛି। ମୃତକଙ୍କ ପରିଚୟ ମିଳିନାହିଁ। ଖବର ପାଇ ଜିଆରପି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।






More Stories
ଆଇନଜୀବୀଙ୍କ ପାଇଁ ୪୦ ପ୍ରତିଶତ ସହାୟତା ରାଶି ବୃଦ୍ଧି…..
ଆସୁଛି ଦୁଇ ଲଘୁଚାପ:ପ୍ରବଳ ବର୍ଷା ସମ୍ଭାବନା……
କୈଳାସ ମାନସରୋବର ଯାତ୍ରା ଆରମ୍ଭ…..