ରିପୋର୍ଟ କାର୍ଡ / କୋରାପୁଟ
ସୁଧୁରିବାର ନାଁ ନେଉନି ଆନ୍ଧ୍ରପ୍ରଦେଶ | ବାରମ୍ବାର କୋଟିଆରେ ଅନୁପ୍ରବେଶ କରୁଛି | ଆଜି ପୁଣି ଆନ୍ଧ୍ର କୋଟିଆ ପଞ୍ଚାୟତରେ ଖଣି ମାଟି ସର୍ଭେ ଚିହ୍ନଟ କରାଯାଉଥିବା ସୂଚନା ମିଳିଛି । କୋଟିଆ ପଞ୍ଚାୟତର ଗାଲିଗବଦର ନିକଟରେ ଆନ୍ଧ୍ରର ମୃତ୍ତିକା ସଂରକ୍ଷଣ କରୁଥିବା କିଛି ଅଧିକାରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୁଣି ଥରେ ଆନ୍ଧ୍ର କିଛି ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ସନ୍ଦେହ କରାଯାଉଛି ।






More Stories
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍ ହାର ୯୫.୩୩%….
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..