ରିପୋର୍ଟ କାର୍ଡ / କୋରାପୁଟ
ପୁଣି କୋଟିଆରେ ପଶିଲା ଆନ୍ଧ୍ର | ଆଜି ଆନ୍ଧ୍ର ସୀମାନ୍ତ କୋଟିଆର ନେରେଡି ଓ୍ୱାଲସାରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା । ନେରେଡି ଓ୍ୱାଲସାରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାର କରିଛନ୍ତି ସମୀକ୍ଷା । କୋଟିଆ ନେରଡିଓ୍ୱାଲସା ଗ୍ରାମକୁ ଗସ୍ତ କରି ଆନ୍ଧ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଲୋକଙ୍କ ସହ କରିଛନ୍ତି ଆଲୋଚନା । ସୂଚନା ଥାଉକି, କୋଟିଆକୁ ଦଖଲ କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛି ଆନ୍ଧ୍ର । ତେଣୁ କୋଟିଆବାସୀଙ୍କୁ ଆକର୍ଷିତ କରିବାକୁ ଆନ୍ଧ୍ର ସରକାରଙ୍କୁ ପକ୍ଷରୁ ବିଭିନ୍ନ ଯୋଜନା ମାନ କରାଯାଉଛି । ହିତାଧିକାରୀଙ୍କୁ କିପରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମିଳିବ ସେନେଇ ଅନେକ ତୟାରି ମଧ୍କୟ ହେଉଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..