ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ମହଙ୍ଗା ହୋଇଛି । ଦିଲ୍ଲୀରେ ୨୫ଟଙ୍କା ବୃଦ୍ଧି ହୋଇ ଗ୍ୟାସ ସିଲିଣ୍ଡର ୧୭୯୫ଟଙ୍କାରେ ପହଂଚିଛି। ସେହିପରି ମୁମ୍ବାଇରେ ୨୬ଟଙ୍କା ବୃଦ୍ଧି ହୋଇ ୧୭୪୯ ଟଙ୍କାରେ ପହଂଚିଛି। ଚେନ୍ନାଇରେ ସିଲିଣ୍ଡର ଦର ୧୯୭୦.୬୦ଟଙ୍କା ହୋଇଥିବା ବେଳେ କୋଲକାତାରେ ୧୯୧୧ଟଙ୍କା ହୋଇଛି। ଅଏଲ ମାର୍କେଟିଂ କମ୍ପାନୀ ଗୁଡିକ ପକ୍ଷରୁ ଏହି ମୂଲ୍ୟ ବୃଦ୍ଧି କରାଯାଇଛି। ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।






More Stories
ଅଖିଳେଶଙ୍କୁ ଭାଜପା ନେତାଙ୍କ ଚେତାବନୀ…..
ମୁଖ୍ୟମନ୍ତ୍ରୀ ପଦ ହରାଇଲେ ମମତା…..
ହାଇକୋର୍ଟ ଯିବେ ବିଜୟ!୧୧୮ ବିଧାୟକଙ୍କୁ ଆଣ……