ଆମ ସହର ବଡ଼ ଖବର ରାଜନୀତି ରାଜ୍ୟ ମମତା ମହାନ୍ତ ହେଲେ ରାଜ୍ୟସଭା ପାର୍ଥୀ….. Report Card Bureau August 20, 2024 ରିପୋର୍ଟ କାର୍ଡ / ଭୁବନେଶ୍ୱରମମତା ମହାନ୍ତ ହୋଇଛନ୍ତି ବିଜେପିର ରାଜ୍ୟସଭା ପାର୍ଥୀ | ନିକଟରେ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ | ପୂର୍ବରୁ ମମତା ବିଜେଡିର ରାଜ୍ୟସଭା ପାର୍ଥୀ ଥିଲେ | ପୁଣି ଥରେ ବିଜେପି ତାଙ୍କୁ ଆଜି ରାଜ୍ୟସଭା ପାର୍ଥୀ ଭାବେ ଘୋଷଣା କରିଛି |Post navigationPrevious ରାଞ୍ଚିରେ ତୃତୀୟ ସିମ୍ ବକ୍ସ ଠାବ…..Next ସୁସ୍ଥ ଜୀବନ ବିତାଇବେ…..Leave a Reply Cancel replyYour email address will not be published. Required fields are marked *Comment *Name * Email * Website Save my name, email, and website in this browser for the next time I comment. More Stories ରାଜ୍ୟ ପୁଣି ଲଘୁଚାପ ସମ୍ଭାବନା….. August 22, 2026 Report Card Bureau ଆମ ସହର ରାଜ୍ୟ ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ…… August 22, 2026 Report Card Bureau 1 min read ରାଜ୍ୟ ୧୦ ଜିଲ୍ଲାରେ ହେବ ନିଯୁକ୍ତି…… August 22, 2026 Report Card Bureau
More Stories
ପୁଣି ଲଘୁଚାପ ସମ୍ଭାବନା…..
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
୧୦ ଜିଲ୍ଲାରେ ହେବ ନିଯୁକ୍ତି……