ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ମ୍ୟାଟ୍ରିକ୍ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ପରୀକ୍ଷାର୍ଥୀଙ୍କ ମୂଲ୍ୟାଙ୍କନରେ କୌଣସି ତ୍ରୂଟି ହେବ ନାହିଁ । ସୋସିଆଲ ସାଇନ୍ସରେ ତ୍ରୁଟି ଥିଲା । ତ୍ରୁଟି ଶୂନ୍ୟ ମୂଲ୍ୟାଙ୍କନ ପାଇଁ ଚେଷ୍ଟା କରୁଛୁ । ତ୍ରୁଟି ଶୂନ୍ୟ ଫଳାଫଳ ପ୍ରକାଶ ନେଇ ସୂଚନା ଦେଇଛନ୍ତି । ମେ ଶେଷ ସୁଦ୍ଧା ପ୍ରକାଶ ପାଇବ ମ୍ୟାଟ୍ରିକ୍ ପରୀକ୍ଷା ରେଜଲ୍ଟ । ପୂର୍ବ ବର୍ଷ ଭଳି ଏବର୍ଷ ଯେଭଳି ରେଜଲ୍ଟ ତ୍ରୁଟିପୂର୍ଣ୍ଣ ନ ହେବ ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରାଯାଉଛି ବୋଲି କୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ।






More Stories
ମୁଖ୍ୟମନ୍ତ୍ରୀ ନେଲେ ଆକ୍ସନ;୪ ନିଲମ୍ବିତ……
ରାଜଧାନୀରେ ଜଳିଗଲା କାର…..
ଦୁଷ୍କର୍ମ ଅଭିଯୋଗରେ ଶିକ୍ଷକଙ୍କୁ ୨୦ ବର୍ଷ ଜେଲ୍…..