ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ସୁଶ୍ରୀ ମାୟାବତୀ ଆଜି ତାଙ୍କର ଉତରାଧିକାରୀ ଘୋଷଣା କରିଛନ୍ତି । ଲକ୍ଷ୍ନୌରେ ଆୟୋଜିତ ପାର୍ଟି ବୈଂକ କ୍ରମରେ ସେ ଏହି ବଡ ଘୋଷଣା କରିଛନ୍ତି। ପାର୍ଟି ବୈଠକରେ ମାୟାବତୀ ତାଙ୍କର ଭଣାଜା ଆକାଶ ଆନନ୍ଦଙ୍କୁ ନିଜର ଉତରାଧିକାରୀ ଭାବେ ଘୋଷଣା କରିଛନ୍ତି । ଆକାଶ ଆନନ୍ଦ ଲଣ୍ଡନରୁ ମାଷ୍ଟର ଅଫ୍ ବିଜନେଓ ଆଡମିଷ୍ଟ୍ରେସନ କରି ଫେରିଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….