ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ତ୍ରୁଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଗିରଫ ହୋଇଛନ୍ତି । ସୋମବାର ରାଜସ୍ଥାନ ସ୍ଥିତ ଜୟପୁର ବିମାନ ବନ୍ଦରରୁ ପୋଲିସ ଟିଏମ୍ସି ନେତା ସାକେତ ଗୋଖେଲଙ୍କୁ ଗିରଫ କରିଛି। ମୋର୍ବି ପୋଲ ଭୁଶୁଡିବା ଘଟଣାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସେ ମିଥ୍ୟ ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଟିଏମ୍ସି ମୁଖପାତ୍ରଙ୍କ ଗିରଫ ସମ୍ପର୍କରେ ରାଜ୍ୟସଭା ସାଂସଦ ଡେରେକ୍ ଓବ୍ରାଇନ୍ ସୂଚନା ଦେଇଛନ୍ତି।






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..