ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନ ଖୁବ ସରଗରମ ରହିବ। କାରଣ ରବିବାର ସର୍ବଦଳୀୟ ବୈଠକରୁ ହିଁ ବିରୋଧୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସେପଟେ କିନ୍ତୁ ଗତ କିଛି ଦିନରେ ସରକାରୀ ଦଳର ଗୋଟି ଚାଳନା ବିରୋଧୀଙ୍କ ସଂଖ୍ୟାକୁ ଦୁର୍ବଳ କରିଛି। ଆଉ ସଂଖ୍ୟା ଖେଳରେ ଆଗକୁ ଆସିଛନ୍ତି ସରକାରୀ ପକ୍ଷ। ତେଣୁ ଏଭଳି ସ୍ଥିତିରେ କିଛି ଗୁରୁତ୍ବ ପୂର୍ଣ୍ଣ ବିଲ୍ ସରକାର ଆଣିବା ସମ୍ଭାବନା ରହିଛି।






More Stories
ଆଜି ମିଳିବ ସିଏମ୍-କିଷାନ ସହାୟତା ରାଶି…..
୨୨ରୁ ବିଧାନସଭା ଅଧିବେଶନ…..
୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି……