Report Card Odisha

| Daily Odia News

ପୌର ନିର୍ବାଚନ:କଟକରେ କଂଗ୍ରେସ ଆଗୁଆ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ଭୋଟ୍‌ ଗଣତି । ବିଭିନ୍ନ ସ୍ଥାନରେ ଆଗୁଆ ରହିଛି ବିଜେଡି । ଭୁବନେଶ୍ଵର ମହାନଗ ନିଗର ର ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି ପାର୍ଥିନି ସୋଲଚାନା ଦାସ ୪୩୦୦ ରଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ ବିଜେପି ପାର୍ଥିନି ସୁନିତ ମୁଣ୍ଡ ୨୯୪୭ କଂଗ୍ରେସହ ପାର୍ଥିନି ମଧୁସ୍ମିତା ଆଚାର୍ଯ୍ୟ ୧୮୮ ଖଣ୍ଡ ଭୋଟରେ ରହିଛନ୍ତି | ସେହିପରି କଟକ ମହାନଗ ନିଗମର ୪ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ମେୟର ପାର୍ଥୀଙ୍କର ବିଜେଡିର ସୁବାଷ ସିଂ ୫୫୭୪  ଭୋଟରେ ଆଗୁଆରହିଥିବା ବେଳେ ଶ୍ରୀତମ ଦାସ ୪୧୫୩ ଭୋଟ ରହିଛନ୍ତି | କଂଗ୍ରେସ ପାର୍ଥୀନି ଗିରିବାଳା ବେହେରା ୫୯୪୯ଖଣ୍ଡ ଭୋଟରେ ଚାଲିଛନ୍ତି | ପିପିଲି ଏନଏସିର ଦ୍ଵିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ୩୦୬ ଖଣ୍ଡ ଭୋଟରେ ଆଗୁଆ ରହିଥିବା ବେଳେ, ପିପିଲିର ୪ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ସେହିପରି କଳାହାଣ୍ଡିର ଭବାନୀପାଟଣା ଓ ଧର୍ମଗଡ଼ରେ ମଧ୍ୟ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ବାସୁଦେବପୁରର ମୁନିସିପାଲିଟିରେ ମଧ୍ୟ ବିଜେଡି ଦମଦାର ପ୍ରଦର୍ଶନ କରୁଛି । ବର୍ତ୍ତମାନର ଗଣତି ଅନୁସାରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ପିପିଲରେ ମଧ୍ୟ ବିଜେଡି ଦମ୍‌ଦାର ପ୍ରଦର୍ଶନ କରିଛି ୯ଟି ୱାର୍ଡରୁ ବିଜେଡି ହାତକୁ ଯାଇଛି ୮ଟି ୱାର୍ଡ । ଗୋଟିଏ ୱାର୍ଡରେ ବିଜେପି ଜିତିଥିବା ସୂଚନା ମିଳିଛି ।

Breaking News