ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମ ଦିବସ । ଏହି ଅବସରରେ ଦୀର୍ଘ ୭୦ ବର୍ଷ ପରେ ଭାରତରେ ଦ୍ରୁତତମ ପଶୁ ଚିତା ବାଘ ଜାତୀୟ ଉଦ୍ୟାନକୁ ସମର୍ପଣ କରିବେ ପ୍ରଧାନମନ୍ତ୍ରୀ | ବିମାନ ଜରିଆରେ ମଧ୍ୟପ୍ରଦେଶ ଶୋପୁର ଜିଲ୍ଲାରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ନିଆଯାଇ ଛଡାହେବ | ଏହି ଚିତା ମାନିବ୍ୟାରୁ ବିମାନରେ ଅସି ଗ୍ୱାଲିୟରରେ ପହଞ୍ଚିଛନ୍ତି । ଚିତା ପୃଥିବୀର ଦ୍ରୁତତମ ବନ୍ୟ ପ୍ରାଣୀ , ଏହା ଭାରତରେ ବିଲୁପ୍ତ ବର୍ଗରେ ରହିଛି। ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ଅବସସରେ ଏହାକୁ ଭାରତକୁ ଆଣିଛନ୍ତି |






More Stories
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..
ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍ ଗୃହୀତ…..